ଝାନ୍ସି ଅଗ୍ନିକାଣ୍ଡ: କ୍ଷତିପୂରଣ ରାଶି…
ଓଏଲ୍ ବ୍ୟୁରୋ: ଉତ୍ତର ପ୍ରଦେଶର ଝାନ୍ସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲରେ ନିଆଁ ଲାଗିବାରୁ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ଯାଇଛି। ୧୬ ଜଣ ଶିଶୁ ଗୁରୁତର ହୋଇଛନ୍ତି। ସେହି ସମସ୍ତ ଶିଶୁଙ୍କର ଏବେ ଚିକିତ୍ସା କରାଯାଉଥିବା…