୯ ପ୍ରକାର ନକଲି ଔଷଧ ଠାବ
ଭୁବନେଶ୍ୱର: ଗତକାଲି କଟକରୁ ନକଲି ଫାଭିପିରାଭିର ଜବତ ହେବା ପରେ ଆଜି ଆଉ ୯ ପ୍ରକାର ନକଲି ଔଷଧ ଠାବ କରାଯାଇଛି। ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଠାବ କରାଯାଇଛି। ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ କରାଯାଇଛି।…