ଅଗଷ୍ଟ ୮ରେ ୧.୪୨ କୋଟି ପିଲାଙ୍କୁ ଖୁଆଯିବ…
ଭୁବନେଶ୍ବର : ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ରେ ରାଜ୍ୟରେ ୧ କୋଟି ୪୨ ଲକ୍ଷ ୯୦ ହଜାର ପିଲାଙ୍କୁ କୃମିନାଶକ ଔଷଧ ଖୁଆଯିବ। ଅଗଷ୍ଟ ୮ରେ ଯେଉଁ ପିଲା ଔଷଧ ଖାଇ ନପାରିବେ ସେମାନଙ୍କୁ ୧୬ ତାରିଖରେ ଔଷଧ ଖୁଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ…