ଜମ୍ମୁ କଶ୍ମୀର: ୪୦୦ ଦିନ ପରେ…
ଶ୍ରୀନଗର: ୪୦୦ ଦିନ ପରେ ନଜରବନ୍ଦୀରୁ ମୁକୁଳିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମାକ୍ରାଟିକ୍ ପାର୍ଟିର ପ୍ରମୁଖ ମେହବୁବା ମୁଫ୍ତି। ମଙ୍ଗଳବାର ରାତିରେ ସେ ନଜରବନ୍ଦୀରୁ ମୁକୁଳିଥିଲେ। ଜମ୍ମୁ କଶ୍ମୀର ପ୍ରଶାସନିକ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ୫ ଅଗଷ୍ଟରେ ଜମ୍ମୁ…