ଟ୍ରମ୍ପଙ୍କୁ ଆଉ ଏକ ଝଟକା, ମେଲେନିଆ ଦେବେ…
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପକୁ ଆଉ ଏକ ଝଟକା। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ତାଙ୍କ ପତ୍ନୀ ମିଲେନିଆ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ହ୍ଵାଇଟ୍ ହାଉସ୍ର ଜଣେ ପୂର୍ବତନ ସହଯୋଗୀ ସୂଚନା…