ଆଜିଠୁ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ…
ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମହାମିଶ୍ରଣ ଘଟିବାକୁ ଯାଉଛି। ଏହି ଅନୁଯାୟୀ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହୋଇ ଦେଶରେ ୪ ବୃହତ୍ ବ୍ୟାଙ୍କରେ ପରିଣତ ହେବ। ମିଶ୍ରଣ ଘଟିବାକୁ ଯାଉଥିବା ବ୍ୟାଙ୍କର ଗ୍ରାହକମାନେ ନୂଆ ବୃହତ୍ ବ୍ୟାଙ୍କର ଗ୍ରାହକ ଭାବେ…