Odisha Link
Bridging the Missing Links in Odisha
Browsing Tag

Metro Train

ଦିଲ୍ଲୀ ମେଟ୍ରୋକୁ ଦିଆଗଲା ଭୁବନେଶ୍ୱର…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ। ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ…

ମେଟ୍ରୋ ପ୍ରକଳ୍ପ: ୨୬କିମିରେ ରହିବ ୨୦ଟି…

ଓଏଲ୍‌ ବ୍ୟୁରୋ: ମେଟ୍ରୋ ପ୍ରକଳ୍ପକୁ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ମେଟ୍ରୋ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଚୂଡ଼ାନ୍ତ ହୋଇଛି। ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପରେ ମୋଟ ୨୦ଟି ଷ୍ଟେସନ ରହିବ ବୋଲି ସୂଚନା ରହିଛି। ପ୍ରାୟ ୨୬କିମି ଦୀର୍ଘ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକର…

କେନ୍ଦ୍ର ସହଯୋଗ ବିନା ମେଟ୍ରୋ ପ୍ରକଳ୍ପ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଆରମ୍ଭ ହେଲା ରାଜନୀତି। ଆଜି ଏକ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମେଟ୍ରୋ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରିନାହାନ୍ତି। ତେଣୁ…

ଆଗାମୀ ୨୦ ବର୍ଷ ଯାଏଁ ଓଡ଼ିଶାରେ ଗଡ଼ିବନି…

ଭୁବନେଶ୍ବର: ଆଗାମୀ ୨୦ ବର୍ଷ ଯାଏଁ ରାଜ୍ୟରେ ଗଡ଼ିବନି ମେଟ୍ରୋ ଟ୍ରେନ୍। ଆଜି ବିଧାନସଭାରେ ଏଭଳି କିଛି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜି ବିଧାନସଭାରେ ଉଠିଥିଲା ଟୁଇନ୍‌ ସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ। ଜଟଣୀ ବିଧାୟକ ସୁର ରାୁତରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ…

ଆଜିଠୁ ଦେଶରେ ଗଡ଼ିବ ପ୍ରଥମ ଚାଳକ ବିହୀନ…

ନୂଆଦିଲ୍ଲୀ: ଦୀର୍ଘଦିନ ପ୍ରତିକ୍ଷାର ହେବ ଅନ୍ତ। ଆଉ ମାତ୍ର କିଛି ଘଣ୍ଟା ପରେ ଦେଶରେ ଗଡ଼ିବ ପ୍ରଥମ ମାନବ ବିହୀନ ପୂର୍ଣ୍ଣ ସ୍ବଂୟଚାଳିତ ଟ୍ରେନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ।ଦେଶର ପ୍ରଥମ ଚାଳତ ବିହୀନ‌ ଟ୍ରେନର ଯାତ୍ରା ୩୭ କିଲୋମିଟର…

ଆଜିଠାରୁ ଦେଶରେ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: କରୋନା କାରଣରୁ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଆଜିଠାରୁ ପୁଣି ଥରେ ଗଡ଼ିଛି। ସକାଳ ୭ଟାରେ ସମୟପୁର ବାଦଲିରୁ ହୁଡ୍ଡା ସିଟି ସେଣ୍ଟରକୁ ଗଡ଼ିଛି ଟ୍ରେନ୍। ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି। ଏହି ରୁଟରେ ୩୭ ଷ୍ଟେସନ ରହିଛି। ସେଗୁଡ଼ିକ ମଧ୍ୟରୁ ୨୦ଟି ଷ୍ଟେସନ…