ଅନୁଭବଙ୍କ ରାତିଅଧିଆ ପୋଷ୍ଟ, ବର୍ଷକ ତଳର…
ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଓଲିଉଡ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଲାଗିରହିଥିବା ପାରିବାରିକ ବିବାଦ ମାମଲା ଏବେ ବି କୋର୍ଟରେ ବିଚାରଧୀନ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରାତି ଅଧିଆ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚାରେ…