ପ୍ରବାସୀ ଶ୍ରମିକଙ୍କ ହେବ ସ୍କିଲ୍…
ଭୁବନେଶ୍ବର: ଏଣିକି ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ନକ୍ସାଙ୍କନ (ସ୍କିଲ ମ୍ୟାପିଂ) କରାଯିବ। ଏ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ଲକ୍ଡାଉନ୍ ପାଇଁ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଘରବାହୁଡ଼ା ଓ ନିଯୁକ୍ତି ସମସ୍ୟା ଉପରେ…