ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଶାଳଗଛ!
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଖଣି ଖନନ ପାଇଁ ପୂର୍ବରୁ ପ୍ରାୟ ୨୪ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା ହୋଇ ପାରି ନାହିଁ। ଏବେ ପୁଣି ଯୋଡ଼ା ଓ ବଣାଇ ଅଞ୍ଚଳରେ ୯ଟି ନୂଆ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ପ୍ରାୟ ୯ ଶହ ହେକ୍ଟର…