୫ ଜୁଲାଇ ରୁ ରାଜ୍ୟର ୧୦ ଖଣି ନିଲାମ
ଭୁବନେଶ୍ୱର: ଜୁଲାଇ ମାସ ସୁଦ୍ଧା ୫ ରୁ୧୦ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ କହିଛନ୍ତି।
ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେଥିମଧ୍ୟରୁ ଜୁଲାଇ ସୁଦ୍ଧା ୫/୧୦ଟିକୁ ନିଲାମ କରାଯିବ…