ଐତିହ୍ୟ ପାଇଁ ପୁରୀରେ ମିନି ମାରାଥନ
ପୁରୀ: ଗୋଟିଏ ସ୍ଥାନରେ ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ବାର୍ତ୍ତା। ଏପରି ଏକ ନିଆରା ପ୍ରୟାସ କରାଯାଇଛି ପୁରୀରେ। ସକାଳର କୁହୁଡିଆ ପରିବେଶରେ ଆୟୋଜନ ହୋଇଛି ମିନି ମାରାଥନ। ଉଦେଶ୍ୟ ଥିଲା ବିପର୍ଯ୍ୟୟରୁ ଐତିହ୍ୟକୁ ରକ୍ଷା କରିବା ନିଜେ ସୁରକ୍ଷିତ ରହିବା। ଏନଡିଆରଏଫ୍ ପକ୍ଷରୁ ଏହି ମିନି…