ଓଡ଼ିଶାରେ ସାମୁହିକ ବଳାତ୍କାର:…
ବେଙ୍ଗାଲୁରୁ: ଗର୍ଭବତୀ ହେବାର କୌଣସି ଚିହ୍ନବର୍ଣ୍ଣ ନଥିଲା। ସବୁଦିନ ପରି ସେଦିନ ସକାଳେ ବି ମାଲିକଙ୍କ ଘର ପୋଛୁଥିଲେ ନାବାଳିକା ଚାକରାଣୀ। ଠୁଙ୍କା ହୋଇ ବସିଥିଲେ ସେ। ହଠାତ୍ ଚଟାଣ ସାରା ରକ୍ତ ଖେଳେଇ ହୋଇ ପଡ଼ିଲା ଆଉ ସେଇ ରକ୍ତାକ୍ତ ଚଟାଣରେ ନାବଳିକା ଚାକରାଣୀଙ୍କ ପେଟରୁ ଖସିଆସିଲା ନବଜାତ ଶିଶୁ।…