ସିଏଏ ସମର୍ଥନରେ ୫୨ ଲକ୍ଷ ମିସ୍ଡ କଲ୍
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମର୍ଥନରେ ୫୨ ଲକ୍ଷ ମିସ୍ଡ କଲ୍। ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ପାଇଁ ଜାରି କରାଯାଇଥିବା ସ୍ବତନ୍ତ୍ର ନମ୍ବର। ମାତ୍ର ୪ ଦିନ ମଧ୍ୟରେ ଦେଶବ୍ୟାପୀ ୫୨ ଲକ୍ଷ ମିସ୍ଡ କଲ୍ ଏହି ନମ୍ବରରେ ଆସିଛି। ଏତେ ସଂଖ୍ୟକ ମିସ୍ଡ କଲ୍ ଆସିଥିବା ସୂଚନା ଦେଇଛନ୍ତି…