୬୦ ମହଲାରୁ ଡେଇଁପଡ଼ିଲେ ମିସ୍ ୟୁଏସ୍ଏ,…
ଓଏଲ୍ ବ୍ୟୁରୋ: ପରଲୋକରେ ମିସ୍ ୟୁଏସ୍ ୨୦୧୯। ୩୦ ବର୍ଷ ବୟସରେ ମିସ୍ ୟଏସ୍ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି…