୮୮୬୬୨୮୮୬୬୨ରେ ମିସଡ କଲ୍ ଦେବାକୁ…
ଯୋଧପୁର : ନାଗରିକତା ସଂଶୋଧିତ ଆଇନ ଲାଗୁହେବା ଦ୍ୱାରା ସଂଖ୍ୟାଲଘୁ ମାନଙ୍କର କ୍ଷତି ହେବା ନେଇ ବିରୋଧୀ ଦଳ ଅପପ୍ରଚାର ଚଳାଇଥିବାବେଳେ ଏହି ପ୍ରସଙ୍ଗରେ କଠୋର ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆଜି ଯୋଧପୁରରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏକାଠି ହୋଇ ଯେତେ…