ଅତିରିକ୍ତ ବଜେଟ: ୭ଟି ବିଭାଗକୁ ମିଳିଲାନି…
ଓଏଲ୍ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିିତ ହୋଇଯାଇଛି ଅତିରିକ୍ତ ବଜେଟ। ମୋଟ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ଜୁଲାଇ ମାସ ୨୫ ତାିଖରେରେ ମୋହନ ସରକାର ପ୍ରଥମ ଥର ପାଇଁ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ…