ଇତିହାସ ରଚିଲା ଇସ୍ରୋ; ଏଲ୍ ୧ ପଏଣ୍ଟରେ…
ଓଏଲ୍ ବ୍ୟୁରୋ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ। ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂର ଲଗରାଞ୍ଜିଆନ୍ ପଏଣ୍ଟରେ ପହଁଞ୍ଚିଛି ଆଦିତ୍ୟ ଏଲ୍-୧ ।
୨୦୨୩ ସେପ୍ଟେମ୍ବର ୯ତାରିଖରେ ଆଦିତ୍ୟ ଏଲ୍-୧କୁ ଆନ୍ଧ୍ରପ୍ରଦେଶର…