ଏମ୍କେସିଜି କୋଭିଡ୍ ହସ୍ପିଟାଲରୁ କଏଦୀ…
ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲ-୧ରୁ ଚିକିତ୍ସାଧୀନ କଏଦୀ ଫେରାର। ବାଲିଗୁଡା ସବ୍ ଜେଲର ବିଚାରାଧୀନ କଏଦୀ ମିରତା ସିଂ ଫେରାର ହୋଇଯାଇଥିବା ଜଣାପଡିଛି। ୫ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ-୧ରେ ଭର୍ତ୍ତି ହୋଇଥିଲେ।
ଶନିବାର ଭୋର ୪ଟା…