ବ୍ରହ୍ମପୁର ଏମକେସିଜିରେ କାର୍ଯ୍ୟକ୍ଷମ…
ଓଏଲ୍ ବ୍ୟୁରୋ : ହୃଦରୋଗୀ ଚିକିତ୍ସାରେ ସୁବିଧା ଆଣିବା ପାଇଁ କେବଳ ଘରୋଇ ନୁହେଁ ବରଂ ଏଥର ସରକାରୀ ଚିକିତ୍ସାଳୟ ଦେବ ସୁବିଧା। ରାଜ୍ୟରେ ପ୍ରଥମ ଥର ସରକାରୀ ଚିକିତ୍ସାଳୟରେ ଉପଲବ୍ଧ ହେଉଛି ଆଇଭିୟୁଏସ୍ ମେସିନ। ଏହି ମେସିନ ହୃଦରୋଗୀଙ୍କ ଚିକିତ୍ସାରେ ସହାୟତା ଆଣିବ। ତେବେ ବ୍ରହ୍ମପୁର ଏମକେସିଜି ମେଡିକାଲ…