Odisha Link
Bridging the Missing Links in Odisha
Browsing Tag

mo bus

ଏଣିକି ଘରେ ରହି ଟିକଟ କରିପାରିବେ ମୋ…

ଓଏଲ୍‌ ବ୍ୟୁରୋ: ଯାତ୍ରୀଙ୍କ ସୁବିଧା ନିମନ୍ତେ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍) ନେଲା ବଡ଼ ପଦକ୍ଷେପ। ଏଣିକି ଜଣେ ମୋ ବସ୍‌ ଯାତ୍ରୀ ଘରେ ରହି ଟିିକଟ କରିପାରିିବେ। କ୍ରୁଟ୍‌ ଓପନ୍‌ ନେଟୱାର୍କ ଫର୍‌ ଡିଜିଟାଲ୍‌ କମର୍ସ (ଓଏନ୍‌ଡିସି) ପ୍ଲାଟଫର୍ମରେ ଡିଜିଟାଲ୍‌ ଟିକଟ୍‌…

‘ମୋ ବସ୍‌’ ଏମଡିଙ୍କୁ କଡା ଭର୍ତ୍ସନା…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ ହାଜର ହେଲେ ‘ମୋ ବସ୍‌’ର ଏମଡି ଥିରୁମାଲା ନାଏକ। କ୍ରୁଟ୍ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଏ ନେଇ ‘ମୋ ବସ୍‌’ ଏମ୍‌ଡିଙ୍କୁ କଡା ଭର୍ତ୍ସନା କଲେ କୋର୍ଟ। ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କ’ଣ ପଦକ୍ଷେପ…

୪ ଘଣ୍ଟା ପାଇଁ ଏହି ସବୁ ରୁଟ୍‌ରେ ଗଡ଼ିବନି…

ଓଏଲ୍‌ ବ୍ୟୁରୋ: ମୋ ବସ୍‌ ଯାତ୍ରୀଙ୍କ ପାଇଁ ବଡ଼ ଖବର। ଆଜି ଦିନ ବେଳା ୪ ଘଣ୍ଟା ପାଇଁ ରାସ୍ତାରେ ଗଡ଼ିବନି ମୋ ବସ୍। ପରିବହନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଯାନ ଯାଞ୍ଚ ହେତୁ ଗଡ଼ବିନ ମୋ ବସ୍। ଏନେଇ ଆଜି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ୧୨ ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ୨୧ଟି…

ମୋ ବସ୍‌କୁ ପିଟିଲା ଟ୍ରକ, ଦୁର୍ଘଟଣାରେ…

କଟକ: ମୋ ବସ୍‌କୁ ପିଟିଲା ଟ୍ରକ୍‌। ଯାହାଫଳରେ ୨୦ରୁ ଅଧିକ ଯାତ୍ରୀ ଆହାତ। କଟକ ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା। ଅନ୍ୟପଟେ ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।…

କାର୍‌ ସହ ମୋ ବସ୍‌ ଧକ୍କା; ଯାତ୍ରୀ…

ଓଏଲ୍‌ ବ୍ୟୁରୋ: ବାରଙ୍ଗ ଛକରେ କାର୍‌ ସହ ମୋ ବସ୍‌ ଧକ୍କା ହୋଇଥିବା ଜଣା ପଡିଛି। ଦୁର୍ଘଟଣା ପରେ ମୋ ବସ୍‌କୁ ଅଟକ ରଖିଲା ବାରଙ୍ଗ ପୁଲିସ। ଭୁବନେଶ୍ୱରରୁ କଟକ ଯିବା ବେଳେ କାର୍‌ ସହ ମୋ ବସ୍‌ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନାକୁ ସ୍ଥାନୀୟ ଲୋକ ଦାୟୀ କରିଛନ୍ତି।

ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା…

ଓଏଲ୍‌ ବ୍ୟୁରୋ : ଆଜି ଆରମ୍ଭ ହେବ ହକି ମହାକୁମ୍ଭ। ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ବେଶ ଉତ୍ସାହ ଅଛନ୍ତି ହକି ପ୍ରେମୀ। ହକି ବିଶ୍ୱକପ ଥିବାରୁ ରାଜଧାନୀ ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୋ ବସ ସେବା ଯୋଗାଇ ଦେବା ପାଇଁ ଘୋଷଣା…

‘ମୋ ବସ’ ଲୁଟେରା…

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମୋ ବସରୁ ଲୁଟ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସିଥିଲା। ଯାତ୍ରୀମାନେ ମୋ ବସରେ ଯାତ୍ରା କରିବା ସମୟରେ ମୋ ବସରୁ ଲୁଟ ହେଉଥିଲା। ଲୁଟର ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିବା ଦ୍ୱାରା ୭ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୁଲିସ। ଲୁଟେରାଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି…

ତେଜିଲା ସରକାରୀ ମୋ ବସ୍ ବିବାଦ,ଟ୍ୱିଟ…

ଓଏଲ୍ ବ୍ୟୁରୋ : ରାଜରାସ୍ତାରେ ଦେଖାଦେଇଛି ପାଟିତୁଣ୍ଡ ତାହା ପୁଣି ମୋ ବସ୍ ଦୁର୍ଘଟଣା ପାଇଁ। ମୋ’ ବସ୍ ଦୁର୍ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଖବର ଉପରେ କ୍ରୁଟ୍ ସ୍ପଷ୍ଟୀକରଣ ରଖିଥିବାବେଳେ କହିଛନ୍ତି ମୋ’ ବସ୍ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହୋଇନି ବରଂ ବାଇକ ଦୁର୍ଘଟଣାରେ…

କାଲିଠୁ ସମସ୍ତ ରୁଟରେ ଗଡ଼ିବ “ମୋ…

ଭୁବନେଶ୍ୱର: ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା। ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍। ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍,ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି। କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି। ଏଥିସହିତ…