ମୋ ବସ୍ ସେବା ଷ୍ଟପ !
ଭୁବନେଶ୍ବର : ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର କର୍ମଚାରୀମାନେ ବକେୟା ଦରମା ଦାବିକରି ଧାରଣା ଦେଇଛନ୍ତି । ଫଳରେ ଆଜି ରାଜଧାନୀର ବିଭିନ୍ନ ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ୧୨ଟି ରୁଟରେ ପାଖାପାଖି ୧୦୦ଟି ବସ୍ ଅଟକି ରହିଥିବା ବେଳେ ଯାତାୟାତ ପାଇଁ ଯାତ୍ରୀମାନେ ନାହିଁ ନଥିବା…