ଆସନ୍ତାକାଲି ଠାରୁ ରାଜଧାନୀର ୧୭ଟି…
ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ମୋ ବସ୍ ସେବାକୁ ବନ୍ଦ ରଖିଥିଲେ। ତେବେ ଅନଲକ୍ ପ୍ରକ୍ରିୟାରେ କାଁ ଭାଁ ବସ୍ ଚାଲୁ ହୋଇଥିଲା। ଆସନ୍ତାକାଲି ଠାରୁ ଭୁବନେଶ୍ୱରର ୧୭ଟି ରୁଟରେ ମୋ ବସ୍ ଚାଲିବା ନେଇ…