ମୋ ଜୀବନ କାର୍ଯ୍ୟକ୍ରମ: ବାପାଙ୍କ ନାମରେ…
ଭୁବନେଶ୍ବର: କରୋନା ଭୂତାଣୁ ସାରା ବିଶ୍ବକୁ କବଳିତ କରିଥିବା ବେଳେ ଏଯାଏଁ ଏହାର ନିରାକରଣ ପାଇଁ କୌଣସି ଔଷଧ ବାହାରିନାହିଁ। ସଚେତନତା ହିଁ ଏହି ଭୂତାଣୁ ଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ। ଓଡ଼ିଶାର ସବୁ ଅଞ୍ଚଳରେ ଆଜି ଠାରୁ ଲକ୍ଡାଉନ୍ ଲାଗୁ ହୋଇଥିଲେ ହେଁ ଅନେକ ସ୍ଥାନରେ ଜନସଚେତନତାର ଅଭାବ ହେତୁ…