Odisha Link
Bridging the Missing Links in Odisha
Browsing Tag

Mobile

ଦେଶରେ ବଦଳିଲା ସିମ୍ କାର୍ଡ ନିୟମ, ଏଣିକି…

ଓଏଲ୍‌ ବ୍ୟୁରୋ: ଦେଶରେ ବଦଳିଲା ସିମ୍ କାର୍ଡ ନିୟମ। ଆଜିଠାରୁ ସିମ୍ ପୋର୍ଟାବିଲିଟି ପାଇଁ ନୂଆ ନିୟମ ଲାଗୁ ହୋଇଛି। ଆଉ ସହଜ ହେବନି ମୋବାଇଲରେ ସିମ୍ କାର୍ଡ ପରିବର୍ତ୍ତନ। କାରଣ ପୋର୍ଟାବିଲିଟି ପାଇଁ ଏଣିକି ୭ ଦିନ ଅପେକ୍ଷା କରିବାକୁ ପଡିବ। ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ…

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ,…

ଓଏଲ୍‌ ବ୍ୟୁରୋ: ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି। ଆଜି ସକାଳୁ ସକାଳୁ ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସୁଛି। ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି, ଯାହାକୁ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି…

୨ଜିରେ ଫସି ରହିଥିବା ୩୦ କୋଟି…

ଭୁବନେଶ୍ୱର: ଭର୍ଚୁଆଲ୍ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ୨୦୨୦କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶରେ ଏବେ ମଧ୍ୟ ୨ଜି ମୋବାଇଲ୍ ସେବାରେ ସଂକୁଚିତ ରହିଥିବା ୩୦ କୋଟି ମୋବାଇଲ୍‌ ଗ୍ରାହକଙ୍କ ସ୍ଥିତି ନେଇ ଚିନ୍ତାପ୍ରକଟ କରିଛନ୍ତି । ଭାରତର ଡିଜିଟାଲ୍ ଅର୍ଥ…

ଚାଇନା ମୋବାଇଲକୁ ଟକ୍କର ଦେବ Micromax ,…

ନୂଆଦିଲ୍ଲୀ: ଚୀନକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ ବଜାରରେ ଚୀନ କମ୍ପାନୀ ମୋବାଇଲର ଚାହିଦା ବେଶି ରହିଛି। ଏହାକୁ ଏବେ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ କମ୍ପାନୀ। ଚୀନ କମ୍ପାନୀକୁ ଟକ୍କର ଦେବା ପାଇଁ ଭାରତୀୟ ମୋବାଇଲ କମ୍ପାନୀ ମାଇକ୍ରୋମାକ୍ସ ଜୋରଦାର ପ୍ରସ୍ତୁତି…

ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

ଖଲିକୋଟ: ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ବସନ୍ତ ସ୍ବାଇଁଙ୍କ ବଡ଼ପୁଅ ରାଜେଶ ସ୍ବାଇଁ ଏବଂ ସାନପୁଅ ଆକାଶ ସ୍ବାଇଁ। ମିଳିଥିବା ସୂଚନା ଅନୁସାରେ ରାଜେଶ ଏବଂ ଆକାଶ ନିଜ ଘରେ ମୋବାଇଲ…

ପରୀକ୍ଷା ହଲରେ ପରୀକ୍ଷାର୍ଥୀ କଲେ…

ମାଲକାନଗିରି: ପାଠପଢ଼ା, ପରୀକ୍ଷା ଏବଂ କପି ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଥାଏ। ହେଲେ ଏ ଡିଜିଟାଲ ଯୁଗରେ ମଧ୍ୟ ସବୁକିଛି ଡିଜିଟାଲ ହୋଇଯାଇଛି। ଡିଜିଟାଲ କ୍ଲାସ୍‌ରୁମ୍, ଡିଜିଟାଲ ମାଧ୍ୟମରେ ପାଠପଢ଼ା ନିଶ୍ଚୟ ଶୁଣିଥିବେ। ହେଲେ କେବେ ଡିଜିଟାଲ କପି ଶୁଣିନଥିବେ। ଏବଂ କପି କରି ଫଟୋ ସୋଶିଆଲ ମଡିଆରେ…