ଡାକ୍ତରଖାନାର ସମ୍ବେଦନଶୀଳ ୟୁନିଟ୍କୁ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି ।
SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମନା କରାଯାଇଛି ମୋବାଇଲ।…