କରୋନା: ମୋବାଇଲ ପ୍ରତି ସାବଧାନ ରହିବାକୁ…
ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ପାଇଁ ମୋବାଇଲ ପ୍ରତି ସାବଧାନ ହେବାକୁ ସୁବ୍ରତ ବାଗ୍ଚୀଙ୍କ ପରାମର୍ଶ। ମୋବାଇଲ ଫୋନ ଜରିଆରେ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସତର୍କ କରାଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ କରୋନା ସମ୍ପର୍କରେ ଆଜି…