ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ! ଆରବ…
ଓଏଲ୍ ବ୍ୟୁରୋ: ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଲା ବିପର୍ଯ୍ୟୟ। ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା। ବାତ୍ୟାଯୋଗୁଁ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ଆଶଙ୍କା କରାଯାଉଛି। ୧୯ ତାରିଖ ପରେ ଓଡ଼ିଶା ଛୁଇଁବା ଛୁଇଁପାରେ ମୌସୁମୀ।
ପୁର୍ବରୁ, ଜୁନ୍ ୪ ତାରିଖ ସୁଦ୍ଧା…