Odisha Link
Bridging the Missing Links in Odisha
Browsing Tag

month

ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ। ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଦେଶରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଏ। ୩୨ତମ ଜାତୀୟ ସଡକ ସୁରକ୍ଷା ଅବସରରେ ରାଜ୍ୟ ସ୍ତରୀୟ ସଡକ ସୁରକ୍ଷା ପଦଯାତ୍ରା ଆରମ୍ଭ…