‘ଶିକାରା’ରେ ଦେଖିବାକୁ ମିଳିବ କଶ୍ମୀର…
ମୁମ୍ବଇ: ପ୍ରଯୋଜକ ତଥା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଶିକାରା’ର ମୋଶନ ପୋଷ୍ଟର ଏବେ ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର କଶ୍ମୀରୀ ପଣ୍ଡିତମାନଙ୍କ କଷ୍ଟ ଭରା କାହାଣୀ ଉପରେ ଆଧାରିତ। ଏହି ପୋଷ୍ଟର ମାଧ୍ୟମରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।…