ଗୁରୁଦ୍ବାରରେ ଆକ୍ରମଣ କରିଥିବା ଯୁବକ…
ଓଏଲ୍ ବ୍ୟୁରୋ: ସାରା ବିଶ୍ବ କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ କାବୁଲରେ ଏକ ୪୦୦ ବରଷ ପୁରୁଣା ଗୁରୁଦ୍ବାର ଉପରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (IS)। ଏଥିରେ ୨୫ ଜଣ ଶିଖ୍ ପ୍ରାଣତ୍ୟାଗ କରିଥିଲେ।
ତେବେ ଏହି ଆକ୍ରମଣରେ ସଂପୃକ୍ତ ୩ ଆତ୍ମଘାତୀ ଆତଙ୍କବାଦୀମାନଙ୍କ ମଧ୍ୟରେ…