ନିର୍ଭୟା ମାମଲା: ଦୋଷୀ ମୁକେଶ ଆଣିଲେ…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରିଥିଲେ ମୁକେଶଙ୍କ ଓକିଲ। ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣି କାଳରେ ଆଜି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ସମ୍ମୁଖରେ ମୁକେଶର ଓକିଲ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଫାଶୀ ଦଣ୍ଡାଦେଶରେ…