ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ…
ବାରିପଦା: ବାରିପଦା ମ୍ୟୁନିସିପାଲିଟିରେ ସଫେଇ କର୍ମଚାରୀମାନେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ୨ମାସ ଧରି ଦରମା ନପାଇ ଅତିଷ୍ଠ ହୋଇ କରିଛନ୍ତି ଏଭଳି କାମ।
ଗରିବ ସଫେଇ କର୍ମଚାରୀ ଟିଏ ସକାଳ ହେଵା ମାତ୍ରେ ମଳ-ମୂତ୍ର ଘାଣ୍ଟି ଲାଗିପଡନ୍ତି ଆମ ପରିବେଶକୁ ସଫାସୁତୁରା ରଖି ଆମ ମାନଙ୍କୁ ଏକ…