ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତରେ ଓଡ଼ିଆ ଗୀତ…
ଭୁବନେଶ୍ବର: ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଠି ସେଠି କିମ୍ବା ସଉକ ପାଇଁ ନୁହେଁ, ଷ୍ଟୁଡିଓରେ ବିଧିବଦ୍ଧ ଭାବେ ଏକ ଓଡ଼ିଆ ଗୀତର ରେକର୍ଡିଂ କରିଛନ୍ତି ରାଜ୍ୟପାଳ। ତାହା ପୁଣି ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ମାଟି ଓଡ଼ିଶା… ଏ ଜାତି…