Odisha Link
Bridging the Missing Links in Odisha
Browsing Tag

MUSLIM

ଜ୍ଞାନବାପୀ ମାମଲା: ମୁସଲିମ୍‌ ପକ୍ଷକୁ…

ଓଏଲ୍‌ ବ୍ୟୁରୋ: ଜ୍ଞାନବାପୀ ପୀଠ ମାମଲାରେ ଆହ୍ଲାବାଦ ହାଇର୍କୋଟଙ୍କ ବଡ଼ ରାୟ। ପୀଠରେ ଜାରି ରହିବ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠରେ ଶୁଣାଣି ପରେ ରାୟ ଶୁଣାଇଛନ୍ତି କୋର୍ଟ।ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ।…

୨ବନ୍ଧୁ ଦେଲେ ଭାଇଚାରାର ବାର୍ତ୍ତା

ଓଏଲ୍ ବ୍ୟୁରୋ : ସାଧାରଣତଃ ଧର୍ମକୁ ନେଇ ଅନେକ ପ୍ରକାର ଅପପ୍ରଚାର, ନିନ୍ଦା, ହିଂସା, ହତ୍ୟାକାଣ୍ଡ ଓ ରାଜନୀତି ଦେଖିବାକୁ ମିଳିଥାଏ। କେତେ ନିରୀହ ନିଷ୍ପାପ ମଧ୍ୟ ଏଥିରେ ବଳି ପଡିଥାନ୍ତି। ହେଲେ ଜୟପୁରରୁ ସାମ୍ନାକୁ ଆସିଛି ବନ୍ଧୁତାର ସୁନ୍ଦର ଚିତ୍ର। ଗୋଟିଏ ଘରେ ଆଲ୍ଲା ଓ ଇଶ୍ଵର। ଭାଇଚାରାର ସୁନ୍ଦର…

ମୁସଲିମ୍‌ଙ୍କୁ RSS ଶାଖାର ସମର୍ଥନ,…

ହାଇଦ୍ରାବାଦ: ଫ୍ରାନ୍ସରେ ଆତଙ୍କବାଦୀଙ୍କ ବର୍ବରତା ପରେ ସେଠାକାର ସହକାର ମୁସଲମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତରେ ଇସଲାମ ସଂପ୍ରଦାୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ବିରୋଧ କରାଯାଇଛି। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ମଧ୍ୟ…

ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ଦାବି କଲା…

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସ୍‌ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ଇମାନୁଏଲ୍‌ ମାକ୍ରନ୍‌ଙ୍କ ପୁତ୍ତଳିକା ଦାହ କରାଯିବା ସହ ରାଜ୍ୟରେ ଫରାସୀ ସାମଗ୍ରୀ ବିକ୍ରି ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଶୁକ୍ରବାର ଦିନ ତେଲଙ୍ଗାନା କଂଗ୍ରେସ ସଂଖ୍ୟାଲଘୁ ଶାଖା ପକ୍ଷରୁ…

ଅଗଷ୍ଟ ୫ରେ ହିନ୍ଦୁଧର୍ମ ଗ୍ରହଣ କଲେ ୨୫୦…

ଜୟପୁର: ଗତକାଲି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ମନ୍ତ୍ରପାଠ, ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ଅଯୋଧ୍ୟା। ଅପରପକ୍ଷେ ରାଜସ୍ଥାନର ଏକ ଗ୍ରାମର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ରାଜସ୍ଥାନର ବାଡ଼ମେର…

ମହାରାଷ୍ଟ୍ର: ମୁସଲିମ୍‌ଙ୍କୁ ଶିକ୍ଷା…

ମୁମ୍ବାଇ: ମୁସଲମାନ ମାନଙ୍କ ପାଇଁ ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନ ମାନଙ୍କରେ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ…

Viral Video ଗର୍ଭଗୃହରେ ମୁସଲମାନ:…

କୋଲାର: କର୍ଣ୍ଣାଟକର ଏକ ହିନ୍ଦୁ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ପ୍ରବେଶ କରିଥିବାର ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକର କୋଲାର ଠାରେ ଥିବା ଏକ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ଗର୍ଭଗୃହ ଭିତରେ ତଳେ ଶୋଇଥିବାର ଦେଖାଯାଉଛି। କନ୍ନଡ଼ ଭାଷାରେ ସେ 'ମୋ ମୁଣ୍ଡ କାଟ' ବୋଲି…

ନାଗରିକତା ଆଇନ୍ ସମର୍ଥନରେ ଏକାଠି ହେଲେ…

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ମୁସଲମାନଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେଲେ କିଛି ସମୟ ପରେ କିଛି ଅଜ୍ଞାତ ଯୁବକ ଆସି ବିକ୍ଷୋଭ ପ୍ରଦର୍ଶନ କରାଇଥିଲେ। ଫଳରେ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆ ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ୭/୮…

ଚାଇନାର ଘୃଣ୍ୟ ପରମ୍ପରା: ମୁସଲିମ…

ଚୀନର ଝିଜିଆଙ୍ଗ୍‌ ପ୍ରଦେଶରେ ଉଇଘୁର୍‌ ମୁସଲିମ୍‌ ସଂପ୍ରଦାୟର ପୁରୁଷମାନଙ୍କୁ ଉଠାଇନେଇ ଜେଲରେ ରଖାଯାଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ଘରର ମହିଳାମାନେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସହ ରାତି ବିତାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛ। ଚୀନ୍‌ରୁ କାଝାକ୍‌ସ୍ଥାନ ପଳାଇ ଆସିଥିବା ମୁସଲିମ…

ହିନ୍ଦୁ ଓ ମୁସଲିମ ସଂଗଠନ ଅଯୋଧ୍ୟା…

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ଅଛି। ଏହି ଐତିହାସିକ ରାୟ ଶୁଣାଣି ପରେ ଦେଶରେ ଯେପରି କିଛି ଅଶାନ୍ତି ବାତାବରଣ ସୃଷ୍ଟି ନହେବ ଦୃଷ୍ଟିରେ ରଖି ହିନ୍ଦୁ ଓ ମୁସଲିମ ଧର୍ମର ନେତା ଏବଂ ସଂଗଠନ ଗୁଡ଼ିକ ନିଜ ନିଜର ସଂପ୍ରଦାୟର ଲୋକଙ୍କୁ ଶାନ୍ତି…