ନାଗରିକତା ସଂଶୋଧନ ଆଇନକୁ ଓଡିଶାରେ…
ଭୁବନେଶ୍ବର: ସଂଖ୍ୟାଲଘୁ କଲ୍ୟାଣ ସମାଜ ପକ୍ଷରୁ ଭୁବନେଶ୍ୱର ପିଏମଜିରେ ମୁସଲିମ୍ ସଂଗଠନର ବିକ୍ଷୋଭ କରାଯାଉଛି। ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ବିରୋଧ କରି ଏହି ଆନ୍ଦୋଳନ କରୁଛି ମୁସଲିମ ସଂଗଠନ। ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ ରାଜ୍ୟରେ ଲାଗୁ ନକରିବା ପାଇଁ ଦାବି କରିଛନ୍ତି। ବହୁ…