ବିପଦ ବେଳେ ରାଜନୀତି
ଭୁବନେଶ୍ବର: ସାରା ଦେଶ କରୋନାର ସମ୍ଭାବ୍ୟ ସଂକ୍ରମଣ ନେଇ ଭୟଭୀତ ଥିବା ବେଳେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ଥରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଟଣାଓଟରା ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ନେତା।
କରୋନା ମୁକାବିଲା ପାଇଁ…