Odisha Link
Bridging the Missing Links in Odisha
Browsing Tag

Nabrangpur

ଓଲଟିଲା ବସ୍‌ : ୨ ମୃତ

ନବରଙ୍ଗପୁର: ପାପଡାହାଣ୍ଡି ମୃଗ ବିହାର ନିକଟରେ ଓଲଟିଲା ବସ୍। ଜୟପୁର ଚନ୍ଦାହାଣ୍ଡିକୁ ଯାଉଥିବା 'ଜେକେ' ବସ୍‌ ଓଲଟିଲା ଗାଡି ସାମ୍ନାକୁ ଗୋଟିଏ ଗାଇ ପଶି ଆସିବାରୁ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ବସ୍‌ ତଳେ ୨ ଜଣ ବ୍ୟକ୍ତି ଚାପି ହୋଇ ରହିଛନ୍ତି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଆହତ ହୋଇଛନ୍ତି।…

ଚଳନ୍ତା ବସ୍‌ରୁ ବାହାରିଗଲା ଚକା

ନବରଙ୍ଗପୁର: ଚଳନ୍ତା ଯାତ୍ରୀବାହୀ ବସରୁ ହୁଗୁଳି ପଳାଇଲା ୪ ଟି ଚକ। ଫଳରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଅଳ୍ପକେ ବର୍ତ୍ତିଗଲେ ୪୫ରୁ ଅଧିକ ଯାତ୍ରୀ। ସୂଚନା ଅନୁସାରେ, ନବରଙ୍ଗପୁର ଡାବୁଗାଁ ଥାନା କନ୍ୟାଶ୍ରମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଉମରକୋଟରୁ ଦାମନଯୋଡି ଯାଉଥିବା ଏମଏସବି ନାମକ…