Odisha Link
Bridging the Missing Links in Odisha
Browsing Tag

Nagada

ନଗଡ଼ା: ଜଳିଲା ବିଜୁଳି

ଯାଜପୁର: ନଗଡ଼ାରେ ଜଳିଲା ବିଜୁଳି। ଲୋକୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରୀ ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା…

ନଗଡ଼ା ଦୁର୍ନୀତି: ୬ ଅଧିକାରୀଙ୍କୁ…

ଯାଜପୁର: ଯାଜପୁର ଜିଲ୍ଲାର ନଗଡ଼ାରେ ଆର୍ଥିକ ହେରଫେର ଅଭିଯୋଗରେ ୬ ଅଧିକାରୀଙ୍କ ଲୋକାୟୁକ୍ତଙ୍କ ନୋଟିସ୍‌ ହୋଇଛି। ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍‌ କରାଯାଇଛି। ଧବଳଗିରି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ…

ନଗଡ଼ା: ଖର୍ଚ୍ଚ ହେଲାଣି ୨୩ କୋଟି ହେଲେ…

ଭୁବନେଶ୍ବର: ୨୦୧୬ ମସିହାରେ ସାରା ଦେଶରେ ଚର୍ଚ୍ଚାରେ ଥିଲା ନଗଡ଼ା। ଦିନେ ଅପପୁଷ୍ଟିକୁ ନେଇ ଦେଶକୁ ହୁଲୁସ୍ତୁଲ କରିଥିବା ନଗଡ଼ା ପୁଣି ତିନି ବର୍ଷର ବ୍ୟବଧାନରେ ପୁଣି ଚର୍ଚ୍ଚାକୁ ଆସିଛି। ସରକାରୀ ହିସାବରେ ୨୩ କୋଟି ଖର୍ଚ୍ଚ ସରିଛି ହେଲେ ପରିସ୍ଥିତିରେ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଏଭଳି ଅଭିଯୋଗ…