ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ
ନାଲକୋ: ଅନୁଗୁଳ ଜିଲ୍ଲାର ନାଲକୋ ନଗରର ସିପିପି ପ୍ଲାଣ୍ଟ ଅଗ୍ନିକାଣ୍ଡ ଘଟିଛି। ୫ନଂ ୟୁନିଟରେ ଥିବା ଆନେଶ୍ଚର ୭.୫ରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଉକ୍ତ ସ୍ଥାନରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୮ଟି ଆଂଶିକ କ୍ଷତି…