ମଥୁରା ମନ୍ଦିରରେ ନମାଜ ପାଠ: ୪ ଜଣଙ୍କ…
ମଥୁରା: ମନ୍ଦିର ଭିତରେ ନମାଜ ପାଠ କରିବା ପଡ଼ିଲା ମହଙ୍ଗା। ଏଭଳି ଘଟଣା ଘଟଛି ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ। ମଥୁରାରେ ଥିବା ଏକ ମନ୍ଦିରରେ ନମାଜ ପାଠକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମଥୁରାର ନନ୍ଦ ବାବା ମନ୍ଦିରରେ ନମାଜ ପାଠ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ୪ ଜଣ ଲୋକଙ୍କ ବିରୋଧରେ…