୪ରୁ ଖୋଲିବ ନନ୍ଦନକାନନ
ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ । ଓଡ଼ିଶାର ପର୍ଯ୍ୟଟନସ୍ଥଳି ନନ୍ଦନକାନନ ଖୋଲିବା ସୂଚନା ପିସିସିଏଫ ହରିଶଙ୍କର ଦେଇଛନ୍ତି । ଏହା କରୋନା କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ।
ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ମିଳିବା ସୁବାଧା ରହିବ। ମାକ୍ସ…