ନନ୍ଦନକାନନରେ ତାଲା
ଭୁବନେଶ୍ବର: ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ଜୋର୍ଦାର ବିରୋଧ ହୋଇଛି। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଛି। ନନ୍ଦନକାନନ ଆଗରେ ଜୋରଦାର ବିରୋଧ କଲେ ଆନ୍ଦୋଳନକାରୀ। ନନ୍ଦନକାନନ ପାଖ ଦାରୁଠେଙ୍ଗରୁ ଡମ୍ପିଂୟାର୍ଡ ଉଠାଇବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି। ପର୍ଯ୍ୟଟକଙ୍କ…