ଏନ୍ଜିଟି ସଦସ୍ୟ ହେଲେ ଆଇଏଫଏସ୍…
ନୂଆଦିଲ୍ଲୀ: ଜାତୀୟ ସବୁଜ ଟ୍ରିବ୍ୟୁନାଲ(ଏନ୍ଜିଟି)ର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ। କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସିଦ୍ଧାନ୍ତଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି।
ଏବେ ଭାରତ ସରକାରଙ୍କ ପରିବେଶ ଓ…