ରାସ୍ତା ଅବରୋଧ କଲେ ହାତୀ ପଲ
ଆଠଗଡ଼ : ଜଙ୍ଗଲ ଛାଡ଼ି ଗ୍ରାମଞ୍ଚଳକୁ ମୁହାଁଉଛନ୍ତି ହାତୀପଲ। ହାତୀ ପଲ ରାସ୍ତା ପାର ହେଉଥିବାର ଦୃଶ୍ୟ ୫୫ ନମ୍ବର ଜାତୀୟ ରାଜପଥ ବାଳି ନିକଟରେ ଦେଖିବାକୁ ମିଳିଛି । ଏହା ସ୍ଥାନୀୟବାସୀଙ୍କ ମନରେ ଭୟ ସୃଷ୍ଟି କରିଛି ।ଏଭଳି ଘଟଣା ଆଠଗଡ଼ ବାସିନ୍ଦାଙ୍କ ପାଇଁ ନୂଆ ନୁହେଁ । ହାତୀ ପାଖ ଜଙ୍ଗଲରୁ ବାହାରି ଫସଲ…