ଜାତୀୟ ଭୋଟର ଦିବସ
ନୂଆଦିଲ୍ଲୀ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ନବମ ଜାତୀୟ ମତଦାନ ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କୋଭିଡ କଟକଣାରେ କାର୍ଯ୍ୟକ୍ରମ କରିବାକୁ ଏସଓପି ଜାରି ହୋଇଛି।
ଆଜି ଜାତୀୟ ଭୋଟର ଦିବସ ଅବସରରେ ନୂଆ ଭୋଟରମାନଙ୍କୁ ଫଟୋ ପରିଚୟ ପତ୍ର ବଣ୍ଟନ କରାଯିବ।…