ଗୋଟିଏ ଟେବୁଲରେ ଏକାଠି ଖାଇଲେ ନବୀନ,…
ଭୁବନେଶ୍ବର: ଆଜି ନବୀନ ନିବାସରେ ଗୋଟିଏ ଟେବୁଲରେ ଏକାଠି ହେଲେ ନବୀନ, ଶାହା, ମମତା, ଓ ନୀତିଶ। ଅତିଥିଙ୍କୁ ପରଷା ଗଲା ଓଡିଆ ଖାଦ୍ୟ।ଅତିଥି ମାନଙ୍କୁ ଭାତ, ଡାଲି, ଆଳୁ-ମଟର ମସଲା, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ପରଷା ଯାଇଛି। ସମ୍ପୂର୍ଣ୍ଣ ଘରୋଇ…