ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
କଟକ: ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ଲାଗି ପ୍ରସ୍ତୁତ ଯୋଜନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଆଜି ସିସୋର ପଠାରେ ମୁଖ୍ୟମନ୍ତ୍ରୀ ଏସ.ସି.ବି ମେଡିକାଲ ଓ ସହରର…