ନବୀ ମୁମ୍ବାଇରେ ଅଗ୍ନିକାଣ୍ଡ
ମୁମ୍ବାଇ: ଆଜି ସକାଳେ ନବୀ ମୁମ୍ବାଇର ସେକ୍ଟର ୪୪ ନେରୁଲ ସୀବୁଡ଼ସର ବହୁ ମସଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରାୟ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି।…