Odisha Link
Bridging the Missing Links in Odisha
Browsing Tag

Naxal

ଯବାନ ଓ ନକ୍ସଲ ସାମ୍ନାସାମ୍ନି,…

ଓଏଲ୍‌ ବ୍ୟୁରୋ : ନକ୍ସଲ ଯବାନଙ୍କ ଉପରେ କଲେ ଗୁଳିଚାଳନା ଏବଂ ଗୁଳିଚାଳନାର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିଚାଳନାରେ ଜଣେ ନକ୍ସଲ ମୃତ ଖବର ସାମ୍ନାକୁ ଆସିଛି। ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଥିବାବେଳେ ଘଟଣା ସ୍ଥଳରେ ପୁଲିସ ନକ୍ସଲ ମଧ୍ୟରେ…

ଯବାନ-ନକ୍ସଲ ମୁହାଁମୁହିଁ, ଗଡ଼ିଲା ୨…

କୋରାପୁଟ: ଯବାନଙ୍କ ଗୁଳିରେ ଗଡ଼ିଲା ୨ ନକ୍ସଲଙ୍କ ମୁଣ୍ଡ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ରାମଗିରି ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ। ବର୍ତ୍ତମାନ ଘଟଣାସ୍ଥଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍‌ ଜୋରଦାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ରାମଗିରି ଜଙ୍ଗଲରେ ନକ୍ସଲ ମାନେ…

ମାଓ ପୋଷ୍ଟର ପାଖରୁ ଦୂରେଇ ରୁହ: କୋରାପୁଟ…

କୋରାପୁଟ: ମାଓ ପୋଷ୍ଟର ଦେଖିଲେ ଏହା ପାଖକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲା ପୁଲିସ ଅଧୀକ୍ଷକ ବରୁଣ ଗୁଣ୍ଠାପଲ୍ଲୀ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ଅଧିକ ସକ୍ରିୟ ହୋଇଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ଏଭଳି ପରାମର୍ଶ ଦେଇଛନ୍ତି ଏସ୍‌ପି।…

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ…

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ଘରୁ ଡାକି ନେଇ ଜଣେ ଡିଆର୍‌ଜି ଯବାନଙ୍କୁ ନେଇ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ଦୂଚନା ମୁତାବକ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା…

ଲାଲଗଡରେ କରୋନା: ୧୦ ଜଣ ମାଓବାଦୀ ମୃତ,…

ଛତିଶଗଡ଼: ଲାଲଗଡରେ କରୋନା କାୟା। ବିଷାକ୍ତ ଖାଦ୍ୟ ଖାଇ ଓ କରୋନା ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସୁକ୍‌ମା ଜିଲ୍ଲାର ଦର୍‌ନାପାଲି ଓ କୋଣ୍ଟା ଅଞ୍ଚଳରୁ କରୋନା ଟିକା ଓ ମେଡିସିନ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ। ଏ ନେଇ ଦାନ୍ତେଓ୍ବାଡ଼ା ଏସ୍‌ପି ଅଭିଷେକ ବଲ୍ଲଭ ସୂଚନା…

ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା ଶେଷରେ ଆତ୍ମସମର୍ପଣ କରିଛି। ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା କ୍ରିଷ୍ଣା ନାମରେ ଥିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର। କ୍ରିଷ୍ଣାକୁ ଧରାଇ…

ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ…

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ। ଆଜି ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ। ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି। ସେଠାରୁ ଯବାନଙ୍କୁ ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ…

ଛତିଶଗଡ଼ ଶହୀଦଙ୍କୁ ଅପମାନ: ଦେଶଦ୍ରୋହ…

ଗୌହାଟୀ: ଛତିଶଗଡ଼ରେ ନକ୍ସଲ ସହ ଗୁଳିବିନିମୟ ବେଳେ ପ୍ରାଣ ହରାଇଥିବା ଶହୀଦ ଯବାନଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେବା ଅଭିଯୋଗରେ ଆସାମର ଜଣେ ଲେଖିକାଙ୍କୁ ଗିରଫ କରାଯାଇଛି। ଲେଖିକାଙ୍କର ଏକ ଫେସବୁକ୍‌ ପୋଷ୍ଟ ଆଧାରରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଗୌହାଟୀରେ ରହୁଥିବା…

ଯବାନଙ୍କ ମୁକ୍ତି ପାଇଁ ସର୍ତ୍ତ ରଖିଲେ…

‌ରାୟପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ନକ୍ସଲ୍‌ମାନେ ଅପହରଣ କରି ନେଇଛନ୍ତି। ଏବଂ ତାଙ୍କର ମୁକ୍ତି ପାଇଁ ସେମାନେ ସର୍ତ୍ତ ମଧ୍ୟ ରଖିଛନ୍ତି। ଆଜି ନକ୍ସଲ୍‌ମାନେ ଯବାନ ରାକେଶ୍ୱରଙ୍କ ଫଟୋ ଜାରି କରିଛନ୍ତି। ମାଓବାଦୀ ମାନେ ଯବାନଙ୍କୁ…

ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ…

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସଂପର୍କରେ ଜଣାପଡ଼ିବା ପରେ ଗତକାଲି ରାତିରେ ପୁଲିସ ଓ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ କରିଥିଲେ। ଆଜି ଆନ୍ଧ୍ର-ଓଡ଼ିଶା ସୀମାରେ…